
Sgsk News Point Channel
February 23, 2025 at 09:25 AM
*#ବାରବାଟୀରେ_କ୍ରିକେଟ_ମ୍ୟାଚ_ବେଳେ_ଲାଇଟ_ଲିଭିବା_ଘଟଣା*
- ରାଜ୍ୟ ସରକାରଙ୍କ ନୋଟିସର ଉତ୍ତର ଦେଲା OCA
- ଏଣିକି ମ୍ୟାଚ ବେଳେ ଅଧିକ ସତର୍କ ହେବ OCA
- ପ୍ରତି ଫ୍ଲର୍ଡ୍ ଲାଇଟ ପାଖରେ ରହିବ ଜେନେରେଟର ବ୍ୟବସ୍ଥା
- ସୂଚନା ଦେଲେ OCA ସଭାପତି ପଙ୍କଜ ଲୋଚନ ମହାନ୍ତି
