
Sgsk News Point Channel
February 24, 2025 at 08:55 AM
*#ପିଏମ୍_କିଷାନ; #ଓଡ଼ିଶାରୁ_୩୪_ଲକ୍ଷ*
-ପିଏମ୍ କିଷାନରେ ଓଡ଼ିଶାରୁ ୩୪ ଲକ୍ଷରୁ ଅଧିକ ହିତାଧିକାରୀ
-୩୪ ଲକ୍ଷ ୯୫ ହଜାର ୧୪୭ ଜଣ ହିତାଧିକାରୀ ପାଇବେ ଟଙ୍କା
-କୃଷି ସଚିବ ଅରବିନ୍ଦ ପାଢ଼ୀଙ୍କ ସୂଚନା
-୧୮ତମ କିସ୍ତିରେ ରହିଯାଇଥିବା ଚାଷୀଙ୍କୁ ସାମିଲ କରାଯାଇଛି *#pmkisansammannidhi #pmkisan #sgsknews*
