
Sgsk News Point Channel
February 25, 2025 at 03:24 AM
*#ଓଡ଼ିଶାରେ_ମୃଦୁ_ଭୂମିକମ୍ପ_ଝଟକା*
-ଓଡ଼ିଶାରେ ମୃଦୁ ଭୂକମ୍ପ ଝଟ୍କା ଅନୁଭୂତ
-ଭୁବନେଶ୍ବର, ବାଲେଶ୍ବର, ପାରାଦୀପରେ ଭୂକମ୍ପ ଝଟ୍କା ଅନୁଭୂତ
-ବଙ୍ଗୋପସାଗରେ ରହିଛି ଭୂକମ୍ପର କେନ୍ଦ୍ରସ୍ଥଳ
-ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୧
-ପୁରୀରୁ ୨୮୬ ଓ ଭୁବନେଶ୍ବରରୁ ୨୯୭ କିମି ଦୂରରେ କେନ୍ଦ୍ରସ୍ଥଳ
-ବ୍ରହ୍ମପୁର ଠାରୁ ୩୯୪ କିମି ଦୂରରେ କେନ୍ଦ୍ରସ୍ଥଳ
-ଭାରତ ଓ ବାଂଲାଦେଶରେ ଭୂକମ୍ପର ପ୍ରଭାବ ଅନୁଭୂତ
-ପଶ୍ଚିମବଙ୍ଗ ହଳଦିଆଠାରୁ ୨୮୬, କୋଲକାତାରୁ ୩୪୦ ଦୂର
*#earthquake #sgsknewspoint #odisha*
