
Sgsk News Point Channel
February 25, 2025 at 08:02 AM
*#it_ଫାଇଲ_କରିଥିଲେ_ବି_କଟିବନି_କାର୍ଡ*
-ଆୟକର ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ
-ଏନେଇ ଫିଜିକାଲ ଭେରିଫିକେସନ କରିବେ ରାଜ୍ୟ ସରକାର
-ଏନେଇ ସୂଚନା ଦେଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
-‘ଡୋର ଟୁ ଡୋର ବୁଲି ସର୍ଭେ କରିବେ ଅଧିକାରୀ’
-ଯେଉଁମାନେ ପ୍ରକୃତରେ ଗରିବ ସେମାନଙ୍କର କାର୍ଡ ରହୁ- ମନ୍ତ୍ରୀ
*#rationcard #sgsknewspoint #odisha*
