
Sgsk News Point Channel
February 25, 2025 at 08:30 AM
*#ପୁଣି_ଭୁବନେଶ୍ବରରେ_ପିଟିଲା ‘#ମୋ_ବସ୍’*
-ବସ୍ଷ୍ଟପରେ ୨ ଯୁବକଙ୍କ ଉପରେ ମାଡ଼ିଗଲା ‘ମୋ ବସ୍’
-ମାଷ୍ଟର କ୍ୟାଣ୍ଟିନ ବସ୍ଷ୍ଟପରେ ଛିଡ଼ା ହୋଇଥିଲେ ଯୁବକ
-ଆହତ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି
*#bhubaneswar #mobus #accident #sgsknewspoint #odisha*
