
Sgsk News Point Channel
February 25, 2025 at 07:18 PM
*#ମାର୍ଚ୍ଚ_୮_୯ରେ_ହେବ_SI_ପରୀକ୍ଷା*
-ଆସନ୍ତା ମାର୍ଚ୍ଚ ୮, ୯ରେ ପୋଲିସ SI ପରୀକ୍ଷା ନେଇ ସୂଚନା ଜାରି
-ମୋଟ ୯୩୩ ପଦବୀ ପାଇଁ ହେବ ପରୀକ୍ଷା
-SI ରାଙ୍କ୍ର ଅନ୍ୟ ସବୁ ପଦବୀ ପାଇଁ ବି ହେବ ପରୀକ୍ଷା
-ବିଭିନ୍ନ ଜିଲ୍ଲା କେନ୍ଦ୍ରରେ OMR ସିଟ୍ରେ ହେବ ପରୀକ୍ଷା
-ଓଡ଼ିଶା ପୋଲିସ ୱେବସାଇଟ୍ରୁ ଆଡମିଟ୍ କାର୍ଡ ଡାଉନଲୋଡ ପରାମର୍ଶ
-ପରୀକ୍ଷା ପରିଚାଳନା କରିବ ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ
*#siexam #odishapolice #recruitment #sgsknewspoint*
