Sgsk News Point Channel
Sgsk News Point Channel
February 27, 2025 at 08:28 AM
*#kiitରେ_ନେପାଳୀ_ଛାତ୍ରୀ_ମୃତ୍ୟୁ_ଘଟଣା* -ଉଚ୍ଚସ୍ତରୀୟ କମିଟି ଆଗରେ ୬ ଅଧିକାରୀ ହାଜର -ପର୍ଯ୍ୟାୟକ୍ରମେ ଜଣଙ୍କ ପରେ ଜଣଙ୍କୁ ହେବ ଜେରା -କିଟ୍‌ ସିନିୟର ହଷ୍ଟେଲ ସୁପରିଟେଣ୍ଡେଣ୍ଟ ହାଜର -ଇଣ୍ଟରନାଲ କମିଟି, ଆଡମିନଷ୍ଟ୍ରେଟିଭ ଅଫିସର ହାଜର -ରାଜ୍ୟ ଅତିଥି ଭବନରେ ୬ଜଣଙ୍କୁ କରାଯିବ ଜେରା *#kiituniversity #bhubaneswar #sgsknews*

Comments