
Sgsk News Point Channel
March 1, 2025 at 02:03 AM
*#ମାର୍ଚ୍ଚ୮ରେ_ମିଳିବ_ସୁଭଦ୍ରା_ଦ୍ୱିତୀୟକିସ୍ତି*
ମାର୍ଚ୍ଚ ୮ରେ ମିଳିବ ସୁଭଦ୍ରା ଦ୍ୱିତୀୟ କିସ୍ତି ଟଙ୍କା l ମହିଳା ଦିବସ ଅବସରରେ ରାଜ୍ୟରେ ସୁଭଦ୍ରା ହିତାଧିକାରୀଙ୍କୁ ଦ୍ବିତୀୟ କିସ୍ତି ଟଙ୍କା ଦିଆଯିବ l ଏନେଇ ଗତକାଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
*#subhadrascheme #pravatiparida #odisha #sgsknewspoint*

❤️
👍
4