PDF MARKET
February 11, 2025 at 06:37 PM
*ଆଜି ଓ ଆସନ୍ତା କାଲି ଦୁଇଟି ଦିବସ। ଆଜି କୋଳାଗ୍ରତ ଦିବସ ଆଉ ଆସନ୍ତାକାଲି ଚୁମ୍ବନ ଦିବସ। ଯେତେ ଚେଷ୍ଟା କଲେ ବି ଏ ଲେଖକ ଏ ଦୁଇଟି ଦିବସ ଉପରେ ଲେଖି ପାରିବ ନାହିଁ। ଆପଣ ପଚାରିବେ କାହିଁକି ? କାହିଁକି ର ଅନେକ ହୃଦୟ ବିଦାରକ କାରଣ। ଯେମିତି କି ଯଦି ଏ ଲେଖକ ବିବାହିତ , ତାଙ୍କ ପତ୍ନୀ ବି ଏ ଲେଖାକୁ ପଢ଼ି ପାରନ୍ତି l ତେଣୁ ସେ ଭୟରେ ଲେଖି ପାରିବ ନାହିଁ। ଯଦି ଅବିବାହିତ ତଥାପି ବି ଲେଖିବା ରେ ଅସୁବିଧା। କାରଣ ପ୍ରେମିକା ଯଦି ଥାଏ ସେ ଦେଖି ଦେଲେ ଘୋର ଅନର୍ଥ। ଯଦି ଏ ଲେଖକ ଅବିବାହିତ ଆଉ ପ୍ରେମିକା ବି ନାହିଁ, ତଥାପି ବି ଅସୁବିଧା। କିଏ ଜାଣେ ତାହାର ଭବିଷ୍ୟତ ପ୍ରେମିକା ଏ ମେସେଜ ଦେଖି ପାରେ। ତେଣୁ କେହି କେବେ ନିଜ ଗୋଡ଼ରେ କୁରାଢ଼ୀ ମାରିବା ପାଇଁ ଇଚ୍ଛା କରିବେ ନାହିଁ। ତଥାପି ଉପଦେଶ ଗୋଟେ ଦିଆ ଯାଇ ପାରେ। ଜୀବନରେ Emraan Hashmi ହୁଅନ୍ତୁ ପଛେ, କିନ୍ତୁ ବୁଢ଼ା ବେଳେ ଉଦିତ ନାରାୟଣ ହୁଅନ୍ତୁ ନାହିଁ*
*✍️ LEXBHAI*
😂
😮
🤣
🖕
😁
36