
PDF MARKET
2.8K subscribers
About PDF MARKET
✊ HERE YOU ARE IN RIGHT PLACE 🔥 🌍 | ALL EDUCATIONAL INFORMATION 🌍 | YEAR/MONTH CURRENT AFFAIRS 🌍 | EXAM UPDATE 🌍 | GOVT. NOTICE 🌍 | PREVIOUS YEAR QUESTION 🌍 | ONE-LINERS UPDATE 🌍 | AND MANY MORE..............
Similar Channels
Swipe to see more
Posts

*କୁକୁର ମାନଙ୍କର ଅଭ୍ୟାସ ହେଲା ,ସେମାନେ ରାସ୍ତା ମଝିରେ ଶୋଇବେ। ନଚେତ୍ ଏମିତି ଜାଗାରେ ଶୋଇବେ,ଯେଉଁଠି ମଣିଷ ମାନଙ୍କର ଚଳପ୍ରଚଳ ସ୍ଥାନ। ଫାଙ୍କା ଜାଗା ଅନେକ ଥିବ କିନ୍ତୁ ସେମାନେ ଶୋଇବେ ରାସ୍ତା ରେ।*

📌📌📌 *କାଲିର ଫଳାଫଳ ଦେଖି ଏତିକି ସ୍ପଷ୍ଟ। #CBSE ଢାଞ୍ଚା ରେ #CHSE। ନିଜ ଗୋଡ଼ରେ କୁରାଢି ମାରି, କେବଳ ପରୀକ୍ଷାର ମୂଲ୍ୟ ହ୍ରାସ କରିବା କଥା।*

*ଆଛା, ଲକ୍ଷ୍ୟ କଲେଣି ଏବକୁ ମାଟ୍ରିକ ହେଉ କି +2, କେହି ଆଉ ବିଶେଷ ଫେଲ ହେଉନାହାନ୍ତି | ମାଟ୍ରିକରେ ଶହେରେ 95 ପାସ | +2ରେ ଶହେରେ 87 ପାସ | ଖାଲି ପାସ ନୁହେଁ, ବେଶୀ ପିଲା ପାସ କରୁଛନ୍ତି ପ୍ରଥମ ଶ୍ରେଣୀରେ | ମୋତେ ଯାହା ଲାଗୁଛି ପିଲାମାନଙ୍କ ବୁଦ୍ଧି, ମେଧା ବଢ଼ିଗଲାଣି | ଶିକ୍ଷା ବ୍ୟବସ୍ଥା ବିଶ୍ୱସ୍ତରୀୟ ହୋଇଗଲାଣି | ଏଥିପାଇଁ ସମ୍ପୃକ୍ତ ସମସ୍ତଙ୍କୁ ଅଶେଷ ଧନ୍ୟବାଦ |ଏଇ ପୃଷ୍ଠଭୂମିରେ ମୋର ଗୋଟେ ପ୍ରସ୍ତାବ ଅଛି: ଯଦି ଆମ ଶିକ୍ଷା ବ୍ୟବସ୍ଥା ବିଶ୍ୱସ୍ତରୀୟ ହୋଇଗଲାଣି, ଅଧିକାଂଶ ପିଲା ଏତେ ଭଲ ନମ୍ବର ରଖି ପାସ କରୁଛନ୍ତି, ତେବେ 'ପରୀକ୍ଷା' ଜିନିଷଟାକୁ ଉଠେଇ ଦେଲେ କେମିତି ହୁଅନ୍ତା ! 'ପରୀକ୍ଷା' କରେଇବାର ଝାମେଲା ରହନ୍ତାନି, ଖାତାଦେଖା, ଠିକ ସମୟରେ ରେଜଲ୍ଟ ବାହାର କରିବାର ପ୍ରେସର ରହନ୍ତାନି | ଶିକ୍ଷକମାନେ ସେଇ ସମୟତକ ବିଦ୍ୟାଦାନରେ ବିନ ଵିନିଯୋଗ କରନ୍ତେ | ଛାତ୍ର ଛାତ୍ରୀମାନେବି ପରୀକ୍ଷାର ଟେନସନରେ ଭୋଗନ୍ତେ ନାହିଁ | ଶିକ୍ଷା ଆହୁରି ଆନନ୍ଦମୟ ହୋଇ ଉଠନ୍ତା |* _~ ମୃଣାଳ_

୪ ଅକ୍ଟୋବର ୨୦୨୫ ଠାରୁ ୭ ଅକ୍ଟୋବର ୨୦୨୫, ଚାରି ଦିନ ବ୍ୟାପୀ ଭୁବନେଶ୍ୱର, କୋଣାର୍କ ଓ ପୁରୀ ଠାରେ ହେବାକୁ ଥିବା 'ଲେଖାଲେଖି' ଆୟୋଜିତ ୧୧ତମ ଓଡ଼ିଆ ସାହିତ୍ୟ ମେଳା (11th ODIA LIT FEST) ପାଇଁ ଆଜି ସୁଦ୍ଧା ୧୭ ଜଣ ଲେଖକ ସେମାନଙ୍କ ନାମ ପଞ୍ଜିକୃତ କରି ଯୋଗ ଦେବାକୁ ସମ୍ମତି ପ୍ରଦାନ କରିଛନ୍ତି। ଯେଉଁମାନେ ଏଥିରେ ଭାଗ ନେଇ ଓଡ଼ିଆ ସାହିତ୍ୟର ଉତ୍ତରୋତ୍ତର କାମନା କରିବାକୁ ଚାହୁଁଛନ୍ତି, ସେମାନେ ତଳ ଲିଖିତ ଫୋନ୍ ନମ୍ବରରେ ଯୋଗାଯୋଗ କରି ନାମ ପଞ୍ଜିକୃତ କରି ପାରିବେ। ସଂପର୍କ: ପ୍ରଦୀପ୍ତ କୁମାର ବେହୁରା ସଂପାଦକ: ଲେଖାଲେଖି 9937476173 9437172032

*ପରଦିନ ସୋମବାର ଅଛି ବୋଲି ମନେ ପଡ଼ିବା ପରେ, ରବିବାରରେ ବି ଡିପ୍ରେସନ ଲାଗେ।*

*ସାଙ୍ଗର ପ୍ରେମିକାକୁ ଭାଉଜ ଡାକିବା ବି ଏକ ପ୍ରକାର କୃଷ୍ଣକଳା । ଯାହା କିଛି ଜଣଙ୍କ ପାଖରେ ନଥାଏ। କିନ୍ତୁ ବାକି ସମସ୍ତଙ୍କ ପାଖରେ ଥାଏ।*

✅ ଓଡ଼ିଶାରେ ୯୦% ରୁ ଅଧିକ ପିଲା ଏହା ହିଁ ଚିନ୍ତା କରନ୍ତି । ଦଶମ ବୋର୍ଡ ପରୀକ୍ଷା -----> ଯୁକ୍ତ ଦୁଇ ପରୀକ୍ଷା ----> ଯୁକ୍ତ ତିନି ସେମିଷ୍ଟର ----> 📌 ଏଇଠି ରାସ୍ତା ତିନି ଆଡ଼କୁ ଅଛି ୧. କିଛି ପିଲା PG କରିବେ ୨. ଅନେକ ପିଲା B.ED କରିବେ ୩. ବାକି COMPETATIVE EXAM ପାଇଁ PREPARATION ୪. ଉପର ୩ ଟା ନ ହେଇ ପାରିଲେ,ଘରେ ଜବରଦସ୍ତ ବାହାଘର କରେଇ ଦେବେ 📌 ବାସ୍ ଏହା ପରେ ବି ରାସ୍ତା ଅଛି ୧. MASTER ଶେଷ କରି ସାରି କିଛି ପିଲା B.ED/COMPETATIVE EXAM PREPARATION କରିବେ ୨. ବଳକା ରହି ଯାଇଥିବା କିଛି ପିଲା ବାହା ହେଇ ଯିବେ ୩. ଆଉ କିଛି ପିଲା ନିଯୁକ୍ତି ପାଇଁ ଦାଦନ ଯିବେ