PDF MARKET
PDF MARKET
February 13, 2025 at 06:24 AM
*ଓଡ଼ିଆ ସିନେମା ଠାରୁ ଢେର ଉଚ୍ଚକୋଟୀର ସଙ୍ଗୀତ ତିଆରି ହେଉଛି ଓଡ଼ିଆ ଯାତ୍ରା ଜଗତରେ। ଶୁଦ୍ଧ ଓଡ଼ିଆ ରେ ତିଆରି ଗୀତ। ଖୁବ୍ ସୁନ୍ଦର ସ୍ଵର ସଂଯୋଜନା। ଆଉ ହୃଦୟକୁ ଛୁଇଁଲା ଭଲି ଗୀତ। ଏବେ ମୁଁ ଅନେକ ଜାଗା ରେ ଦେଖିଲିଣି ଯାତ୍ରା ସଙ୍ଗୀତ ଅନେକ ଜାଗାରେ ବାଜୁଥିବାର। କେବେ ଶିଖିବେ କେଜାଣି ଏ ସିନେମା ବାଲା*
❤️ 👍 🖕 😮 🤷‍♀️ 9

Comments