PDF MARKET
PDF MARKET
February 13, 2025 at 07:15 AM
*'କିସ ଡେ'ରେ ମଶା* ଗୋଟେ କଳା ମୋଟୀ ମଶା ବେଶ କିଛି ସମୟ ଧରି ମୋ ଗାଲରେ ବସିଥିଲା | ମୁଁ ଜ|ଣିକି ତାକୁ ଉଡାଉ ନ ଥିଲି | ଆଜି କିସ ଡେ | ସେ ଯଦି ଏହି ଦିନରେ ମୋତେ କିସ କରିବାକୁ ଆସିଛି ତ କରୁ | ପତ୍ନୀ ତାକୁ ଦେଖିଲେ ଆଉ କହିଲେ, ତମ ଗାଲରେ ମଶା ବସିଛି, ମାଲୁମ ପଡ଼ୁନି! କହି ଝାନସୀ ରାଣୀ ଶୈଳୀରେ ତା ଉପରେ ଝାମ୍ପି ପଡ଼ିଲେ | ମଶା ଶେଷ | ରାତିରେ ସେ ମଶା ମୋ ସ୍ୱପ୍ନରେ ଆସିଲା, ଆଉ କହିଲା ତମେ ମଣିଷମାନେ ଏଡ଼େ ଜାଲିମ | ଫିଲିଙ୍ଗସ ବୁଝୁନ ! ମଶା ବୋଲି ମୋର କଣ ଫିଲିଙ୍ଗସ ନାହିଁ ! | ମୃଣାଳ |
😂 👍 🖕 😆 😮 27

Comments