
PDF MARKET
February 18, 2025 at 08:36 AM
*୧୯୫୫ର କଥା। ପ୍ରଧାନମନ୍ତ୍ରୀ ନେହରୁ ସାହିତ୍ୟ ଏକାଡେମିର ସଭାପତି। ବିଭିନ୍ନ ଭାଷାର ସାହିତ୍ୟକୃତିକୁ ପୁରସ୍କୃତ କରାଯିବ। ଓଡ଼ିଆ କଥା ଉଠିଲା। ଓଡ଼ିଆ ଭାଷାରେ କ'ଣ ପୁରସ୍କାର ପାଇଲା ଭଳି ବହି ଅଛି? ଗୋପୀନାଥ ମହାନ୍ତିଙ୍କ "ଅମୃତର ସନ୍ତାନ" ଥୁଆ ହୋଇଗଲା ଆଗରେ। ଟେରା ହେଇଗଲା ଆଖି। ଓଡ଼ିଆ ଭାଷାର ପ୍ରଥମ ପୁରସ୍କୃତ ବହି ହେଲା ସେଇଟି।*
❤️
👍
😮
😢
11