PDF MARKET
February 18, 2025 at 05:25 PM
💫 ଖଣ୍ଡି ଗପ 💫
ଆଜି ଡିନର କରୁଥିବା ବେଳେ ଟିଭିରେ ଦେଉଥିଲା Aranmanai 4 । ଦୁଇ ଭୂତୁଣୀଙ୍କୁ ଦେଖି ମୋର ଗୋଟେ କଥା ମନକୁ ଆସିଲା। ଧର୍ମପତ୍ନୀ ଶୋଇଗଲା ପରେ ଘରକୁ ଯଦି ଏଇ ଭଳିଆ ଭୂତୁଣୀ ଆସନ୍ତେ ମୋର କିଛି ଆପତ୍ତି ନାହିଁ। ଏତକ ଭାବିଲା ଭିତରେ ପତ୍ନୀ ମୋର ଖଣ୍ଡି କାଶ ମାରି କହିଲେ, ' ହଇଓ ଶୁଣୁଛ କାଲି ଯାଇ ତମ ପାଇଁ ତାବିଜ୍ ଆଣିବା ପାଇଁ ପଡିବ "। ଜାଣିନି କାହା ଡରରେ କିନ୍ତୁ ମୁଁ ଚ୍ୟାନେଲ ଚେଞ୍ଜ କରି ଦେଲି।
😂
❤️
12