PDF MARKET
PDF MARKET
February 19, 2025 at 12:52 PM
*ଝିଅ ମାନେ କେବେ ରୋମାଣ୍ଟିକ ନୁହଁନ୍ତି।ସମସ୍ତେ ବୈଷୟିକ ଚିନ୍ତାରେ ମଗ୍ନ। ସମସ୍ତେ ଆଶା କରନ୍ତି ଯେ ତାଙ୍କୁ କେହି ଭଲ ପାଆନ୍ତୁ। କିନ୍ତୁ ସେମାନଙ୍କ ଭଲ ପାଇବା ପଛରେ ଅନେକ ରହସ୍ୟ। ପୁଅମାନେ ଯେତେ ଶୀଘ୍ର ଝିଅ ମାନଙ୍କ ବିଷୟରେ କଳ୍ପନା କରି ପାରନ୍ତି ନାହିଁ, ତା ଠାରୁ ଆହୁରି ଶୀଘ୍ର ଝିଅ ମାନେ ତାଙ୍କ ମାନସ ଚକ୍ଷୁରେ ପୁରୁଷ ମାନଙ୍କୁ ବିବସ୍ତ୍ର କରିପାରନ୍ତି । ଏଇ ଧାରଣା ଏବେ ମୋ ମନରେ ଜନ୍ମ ନେଇଛି। ଜାଣେନା ତା ଠିକ୍ ବା ଭୂଲ।* *~ ଆର୍ଯ୍ୟଦାସର ଶେଷଲିପି*
😂 ❤️ 👍 14

Comments