PDF MARKET
February 21, 2025 at 07:58 AM
ସାହିତ୍ୟ ପତ୍ରିକା "ପାଦୁକା" ର ଷଷ୍ଠ ସଂସ୍କରଣ ପାଇଁ ଲେଖା ଆବଶ୍ୟକ। ଲେଖାଟି ସରସ, ସୁନ୍ଦର, ଯୁଗୋପଯୋଗୀ, ସମାଜ ଉପଯୋଗୀ, ସଂସ୍କାରଧର୍ମୀ ତଥା ନିଜସ୍ବ ହୋଇଥିବା ଆବଶ୍ୟକ। ଏହା ସହିତ ନିଜର ପରିଚୟ ଓ ଯୋଗାଯୋଗ ନମ୍ବର ଆସନ୍ତା ତା୨୮।୦୨।୨୦୨୫ ସୁଦ୍ଧା ନିମ୍ନ ଠିକଣାରେ ପଠାଇବାକୁ ବିନମ୍ର ଅନୁରୋଧ।
ଦୂରଭାଷ-୯୪୩୭୦୭୯୨୨୫
email - [email protected]
ବି ଦ୍ର- ଲେଖାଟି ପ୍ରକାଶଯୋଗ୍ୟ ନ ହେଲେ ଫେରସ୍ତ ଦିଆଯିବ ନାହିଁ।
❤️
1