
PDF MARKET
February 21, 2025 at 08:01 AM
ଖରସ୍ରୋତା ସାଂସ୍କୃତିକ ପରିଷଦ,କଣ୍ଡିଆହାଟ ତାର ପଞ୍ଚବିଂଶତମ ସମାବର୍ତ୍ତନ ଉତ୍ସବ ଅବସରରେ "ଖରସ୍ରୋତା"ପତ୍ରିକା ପ୍ରକାଶ କରିବାକୁ ଯାଉଛି।ଏଥି ନିମନ୍ତେ ଲେଖା ଆବଶ୍ୟକ। ଲେଖାଟି ସରସ, ସୁନ୍ଦର, ଯୁଗୋପଯୋଗୀ, ସମାଜ ଉପଯୋଗୀ, ସଂସ୍କାରଧର୍ମୀ ତଥା ନିଜସ୍ବ ହୋଇଥିବା ଆବଶ୍ୟକ। ଏହା ସହିତ ନିଜର ପରିଚୟ ଓ ଯୋଗାଯୋଗ ନମ୍ବର ଆସନ୍ତା ତା୨୮।୦୨।୨୦୨୫ ସୁଦ୍ଧା ନିମ୍ନ ଠିକଣାରେ ପଠାଇବାକୁ ବିନମ୍ର ଅନୁରୋଧ।
ମୁଖ୍ୟ ସମ୍ପାଦକ -"ଖରସ୍ରୋତା "ପତ୍ରିକା
ଖରସ୍ରୋତା ସାଂସ୍କୃତିକ ପରିଷଦ,
କଣ୍ଡିଆ ହାଟ, ରାଜକନିକା, କେନ୍ଦ୍ରାପଡ଼ା, pin code -755016,via -Singhpur.
Whatsapp No. 7894324687.
E-mail [email protected]
Or [email protected]
ବି ଦ୍ର- ଲେଖାଟି ପ୍ରକାଶଯୋଗ୍ୟ ନ ହେଲେ ଫେରସ୍ତ ଦିଆଯିବ ନାହିଁ।