PDF MARKET
PDF MARKET
February 28, 2025 at 04:17 AM
"ପାନ ଓ ପ୍ରିୟତମା" ବହି ଖୁବ୍ ଶୀଘ୍ର ପ୍ରେସକୁ ଯିବ। ଅନୁରୋଧ କରି ବଡବଡ ପାନ ଦୋକାନରୁ ମୁଁ ତଥ୍ଯ ପାଉନି। ବହିରେ ଛପା ହେବ ଅର୍ଥ ସବୁଦିନ ପାଇଁ ନାଆଁ ରହିଯିବ। ଯୋଉ ବନ୍ଧୁମାନେ ଏମିତି କିଛି ବିଶିଷ୍ଟତା ଥିବା ପାନ ଦୋକାନ କଥା ଜାଣିଛନ୍ତି, ମୋର ଅନୁରୋଧ ଦୟାକରି ସେମାନଙ୍କୁ କହନ୍ତୁ ଶୀଘ୍ର ତଥ୍ଯ ଦେବାପାଇଁ। ~ ଲେଖକ
Image from PDF MARKET: "ପାନ ଓ ପ୍ରିୟତମା" ବହି ଖୁବ୍ ଶୀଘ୍ର ପ୍ରେସକୁ ଯିବ। ଅନୁରୋଧ କରି ବଡବଡ ପାନ ଦୋକାନ...
❤️ 👍 4

Comments