
Daily📚C. A & G. S📚
February 26, 2025 at 01:12 PM
ଜାଗର ରେ ନିମ୍ନ ପ୍ରକାର ଉପବାସ ଦେଖିବାକୁ ମିଳି ପାରେ.....
୧. ଜାଗର ପାଇଁ ଉପବାସ କିନ୍ତୁ ମାଜା ଟା ଚଳିବ
୨. ଜାଗର ପାଇଁ ଉପବାସ କିନ୍ତୁ ପଣା ଟା ଚଳିବ
୩. ଜାଗର ପାଇଁ ଉପବାସ କିନ୍ତୁ ଶାଗୁ ଟା ଚଳିବ
୪. ଜାଗର ପାଇଁ ଉପବାସ କିନ୍ତୁ ଦହିବରା ଟା ଚଳିବ
୫. ଜାଗର ପାଇଁ ଉପବାସ କିନ୍ତୁ ଫଳ ଟା ଚଳିବ
୬. ଜାଗର ପାଇଁ ଉପବାସ କିନ୍ତୁ ଛତୁଆ ଟା ଚଳିବ
୭. ଜାଗର ପାଇଁ ଉପବାସ କିନ୍ତୁ ପାନ ମସଲା(ପୁଡିଆ) ଟା ଚଳିବ
୮. ପ୍ରେମିକା ବାଧ୍ୟ କରିଛି ବୋଲି ଉପବାସ କିନ୍ତୁ ଲୁଚେଇ ଖାଇ ଦେଲେ ଚଳିବ
୯. ଗତବର୍ଷ ଉପବାସ କରିଥିଲି, ଏଥର ନ କଲେ ଚଳିବ
🔴 ଏହା ଛଡ଼ା ନିମ୍ନ ପ୍ରକାର ରେ ଭକ୍ତିଭାବ ଦୃଷ୍ଟି ଗୋଚର ହେଇ ପାରେ
୧. WHATSAPP/INSTAGRAM/FACEBOOK ଜାଗର STATUS ର FULL
୨. HELLO TUNE ବି ଶିବଙ୍କ ଉପରେ
୩. ସକାଳୁ ମନ୍ଦିର ଯାଇ ହାତ ଯୋଡ଼ି ଠିଆ ହେଇ ଫଟୋ ଟା MANDATORY
୪. ରାତି ରେ ଦୀପ ର ଫଟୋ WHATSAPP STATUS ରେ ଝଡ଼ କରି ପାରେ
୫. ମହାଦୀପ ଉଠୁଥିବା ଭିଡ଼ିଓ ବି ଦେଖିବାକୁ ମିଳି ପାରେ
😂
👍
😢
45