
Padmalochan Panda
February 14, 2025 at 07:24 AM
#ପ୍ରଗତି_ପଥରେ_ସିମୁଳିଆ #ଆଗେଇଵ_ଓଡ଼ିଶା_ଆଗେଇବ_ସିମୁଳିଆ_ଖଇରା
ସିମୁଳିଆ ପାଇଁ ଥିଲା ଆଜି ଶୁଭଙ୍କର ଦିନ l
ବରି ଠାରେ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ର ଶୁଭ ଉଦଘାଟନ ରେ ମାନ୍ୟବର ମନ୍ତ୍ରୀ Suresh Pujari , ସରକାରୀ ଉପମୁଖ୍ୟ ସଚେତକ Gobinda Chandra Das, ବାଲେଶ୍ଵର ଜିଲ୍ଲାପାଳ ମୟୂର ବିକାଶ ସୂର୍ଯ୍ୟବଂଶୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
#padmalochanpanda #simulia #mlasimulia