Padmalochan Panda WhatsApp Channel

Padmalochan Panda

64 subscribers

About Padmalochan Panda

Official WhatsApp Channel Of MLA Simulia

Similar Channels

Swipe to see more

Posts

Padmalochan Panda
Padmalochan Panda
6/8/2025, 5:29:04 PM

https://www.facebook.com/share/1Cd3Nm5vdp/

Padmalochan Panda
Padmalochan Panda
6/5/2025, 4:53:46 AM

https://www.facebook.com/share/v/1Au5Baf3y4/

Padmalochan Panda
Padmalochan Panda
6/4/2025, 5:33:00 AM

ଅସ୍ମିତାର ବିଜୟକୁ ୧ ବର୍ଷ ! ବର୍ଷ ସମ୍ଭାବନାର, ବର୍ଷ ସଂକଳ୍ପର, ବର୍ଷ ସୁଶାସନର !! ଆଜି ୪ ଜୁନ, ୨୪ ବର୍ଷ ଅହଙ୍କାରୀ ଶାସନର ପତନର ଦିନ । ଆଜିର ଦିନରେ ସିମୁଳିଆ ଖଇରାର ସେବକ ଭାବେ 3ଥର ପାଇଁ ବିଧାୟକ ଭାବେ ଐତିହାସିକ ବିଜୟ ହାସଲ କରିଥିଲି । ଏହି ବିଜୟ ଲୋକତନ୍ତ୍ରର ଶକ୍ତି ଓ ସିମୁଳିଆଖଇରାବାସୀ ସ୍ୱାଭିମାନୀ ବୋଲି ସବୁଦିନ ପାଇଁ ମନେ ରହିବ ।

Padmalochan Panda
Padmalochan Panda
2/14/2025, 7:24:20 AM

#ପ୍ରଗତି_ପଥରେ_ସିମୁଳିଆ #ଆଗେଇଵ_ଓଡ଼ିଶା_ଆଗେଇବ_ସିମୁଳିଆ_ଖଇରା ସିମୁଳିଆ ପାଇଁ ଥିଲା ଆଜି ଶୁଭଙ୍କର ଦିନ l ବରି ଠାରେ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ର ଶୁଭ ଉଦଘାଟନ ରେ ମାନ୍ୟବର ମନ୍ତ୍ରୀ Suresh Pujari , ସରକାରୀ ଉପମୁଖ୍ୟ ସଚେତକ Gobinda Chandra Das, ବାଲେଶ୍ଵର ଜିଲ୍ଲାପାଳ ମୟୂର ବିକାଶ ସୂର୍ଯ୍ୟବଂଶୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। #padmalochanpanda #SIMULIA #mlasimulia

Video
Padmalochan Panda
Padmalochan Panda
2/14/2025, 7:24:22 AM

ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଭାରତମାତାର ସମସ୍ତ ବୀର ଯବାନମାନଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। ଦେଶର ସୁରକ୍ଷା ପାଇଁ ତାଙ୍କ ଏହି ବଳିଦାନ ପ୍ରତ୍ୟେକ ଭାରତୀୟଙ୍କ ମନରେ ଅମର ହୋଇ ରହିଥିବ ଏବଂ ରାଷ୍ଟ୍ରସେବା ପାଇଁ ପ୍ରେରଣା ଦେଉଥିବ । ଜୟ ହିନ୍ଦ #Indian #JaiHind #padmalochanpanda #mlasimulia #SIMULIA #khaira

Image
Padmalochan Panda
Padmalochan Panda
2/17/2025, 9:46:58 AM

https://www.facebook.com/share/r/18f1UDo18s/

Padmalochan Panda
Padmalochan Panda
2/17/2025, 9:47:45 AM
Image
Padmalochan Panda
Padmalochan Panda
2/14/2025, 7:22:13 AM

#ପ୍ରଗତି_ପଥରେ_ସିମୁଳିଆ #ଆଗେଇଵ_ଓଡ଼ିଶା_ଆଗେଇବ_ସିମୁଳିଆ_ଖଇରା ସ୍ୱାସ୍ଥ୍ୟ ହିଁ ସମ୍ପଦ। ସିମୁଳିଆ ବ୍ଲକ ବାଙ୍ଗରଖଡିଗଢ଼ିଆ ନୂତନ ସ୍ବାସ୍ଥ୍ୟ ଉପକେନ୍ଦ୍ର ଗୃହ ଶିଳାନ୍ୟାସ କଲି।

Padmalochan Panda
Padmalochan Panda
2/14/2025, 7:21:46 AM
Image
Padmalochan Panda
Padmalochan Panda
2/28/2025, 8:06:36 AM
Image
Link copied to clipboard!