
Padmalochan Panda
February 14, 2025 at 07:24 AM
ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଭାରତମାତାର ସମସ୍ତ ବୀର ଯବାନମାନଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। ଦେଶର ସୁରକ୍ଷା ପାଇଁ ତାଙ୍କ ଏହି ବଳିଦାନ ପ୍ରତ୍ୟେକ ଭାରତୀୟଙ୍କ ମନରେ ଅମର ହୋଇ ରହିଥିବ ଏବଂ ରାଷ୍ଟ୍ରସେବା ପାଇଁ ପ୍ରେରଣା ଦେଉଥିବ ।
ଜୟ ହିନ୍ଦ
#indian #jaihind #padmalochanpanda #mlasimulia #simulia #khaira