Yourweather_By_Deba
Yourweather_By_Deba
February 6, 2025 at 12:56 PM
ଓଡ଼ିଶାରେ ଏହି ସପ୍ତାହ ସ୍ୱାଭାବିକ ରାତି ତାପମାତ୍ରା ସମ୍ଭାବନା ବେଳେ ଆସନ୍ତା ସପ୍ତାହ ଅର୍ଥାତ ଫେବୃଆରୀ 15ପରେ ସ୍ୱାଭାବିକ ରାତି ତାପମାତ୍ରା ତଥା କିଛି କିଛି ପଶ୍ଚିମ ଜିଲ୍ଲା ମାନଙ୍କ ରେ ସ୍ୱାଭାବିକ ରୁ କମ ତାପମାତ୍ରା (ଅଧିକ ଶୀତ ) ହେବା ସମ୍ଭାବନା. ଧନ୍ୟବାଦ
👍 1

Comments