
Yourweather_By_Deba
483 subscribers
About Yourweather_By_Deba
Its a public Channel personally created by *Debasish Jena, Agro-meteorologist,* especially for people/Farmers of Odisha for dissemination of localized weather forecast and info for their daily usefulness, input cost minimization and income maximization. *Every post is personally interpreted(Not Official).*
Similar Channels
Swipe to see more
Posts

ଗତ କିଛି ଦିନ ର ପୂର୍ବାନୁମାନ ଭିତିକ ଓଡ଼ିଶାରେ ରାତି ତାପମାତ୍ରା ରେ ଅଧିକାଂଶ ଅଂଚଳ ରେ ଗତ କାଲି ଅପେକ୍ଷା କମି ସୂଚିତ ହୋଇଛି.

ଓଡ଼ିଶାରେ କାଲି ଠୁ 23ଫେବୃଆରୀ ମଧ୍ୟରେ ବର୍ଷା ସ୍ଥିତି ସମ୍ଭାବନା. *ପଶ୍ଚିମା ଝଡ଼ ପ୍ରଭାବ ରେ ଓଡ଼ିଶାରେ 19ତାରିଖ ରୁ ଉତ୍ତର ତଥା ଉତ୍ତର ଉପକୂଳ ଓଡ଼ିଶାର ଜିଲ୍ଲା ସୁନ୍ଦରଗଡ଼, ଦେଓଗଡ, କେଉଁଝର, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ର କିଛି କିଛି ଅଞ୍ଚଳ ରେ ହାଲୁକା ରୁ ମଧ୍ୟମ ବର୍ଷା ସମ୍ଭାବନା.* *20ତାରିଖ ରେ ପ୍ରଭାବ ଅଧିକ ସମ୍ଭାବନା.* ଧନ୍ୟବାଦ

https://x.com/debamet55/status/1890706281146536063?t=OhoarIgAincm6_OrtwAmEA&s=19

ଆଜି ଉତ୍ତର ଉପକୂଳ ଓ ସଂଲଗ୍ନ ଜିଲ୍ଲା ମାନଙ୍କ ରେ କିଛି କିଛି ଜାଗାରେ ବର୍ଷା ରେକର୍ଡ ହୋଇଅଛି. *ଆସନ୍ତା କାଲି ପ୍ରଭାବ ରେ ସାମାନ୍ୟ ବୃଦ୍ଧି ସମ୍ଭାବନା. ମୁଖ୍ୟତଃ ସୁନ୍ଦରଗଡ଼, ଦେଓଗଡ, କେଉଁଝର, ଅନୁଗୋଳ,ମୟୁରଭଞ୍ଜ, ଢେଙ୍କାନାଳ ଜିଲ୍ଲା ରେ ପ୍ରଭାବ ଅଧିକ ସମ୍ଭାବନା ସହ(କିଛି କିଛି ଜାଗାରେ ହାଲୁକା ରୁ ମଧ୍ୟମ ବର୍ଷା) ଏହା ସଲଗ୍ନ ଜିଲ୍ଲା କଟକ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର,କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲା ରେ ଗୋଟିଏ 2ଟି ଜାଗାରେ ହାଲୁକା ରୁ ମଧ୍ୟମ ବର୍ଷା ସମ୍ଭାବନା.* *21ତାରିଖ ରେ ପ୍ରଭାବ ରେ କମି ଓ 22-23ତାରିଖ ରେ ପୁଣି ବୃଦ୍ଧି ସମ୍ଭାବନା ସହ ଉତ୍ତର ଉପକୂଳ ଜିଲ୍ଲା ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେଉଁଝର, କେନ୍ଦ୍ରାପଡ଼ା ରେ କିଛି କିଛି ଜାଗାରେ ହାଲୁକା ରୁ ମଧ୍ୟମ ବର୍ଷା ସମ୍ଭାବନା.*

https://www.youtube.com/live/u10BItFoEx4?si=UyJKdiB5lYEFaWQP

*ଓଡ଼ିଶାରେ ଆଗାମୀ ଫେବୃଆରୀ 19ତାରିଖ ରୁ 2-3ଦିନ ଭିତରେ ଉତ୍ତର ଉପକୂଳ ଜିଲ୍ଲା ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେଉଁଝର, ଯାଜପୁର ଜିଲ୍ଲା ର ଗୋଟିଏ 2ଟି ଜାଗାରେ ହାଲୁକା ରୁ ମଧ୍ୟମ ବର୍ଷା ସମ୍ଭାବନା.* ଏହା ଅନୁସାରେ ଚାଷୀ ଭାଇ ମାନେ ଅମଳ ଉପଯୋଗୀ ଫସଲ/ପନିପରିବା କୁ ଅମଳ କରି ସୁରକ୍ଷିତ ସ୍ଥାନରେ ରଖିବା ସହ ଉକ୍ତ ଦିନ ମାନଙ୍କ ରେ ସାର/କୀଟନାଶକ ପ୍ରୟୋଗ ସ୍ଥଗିତ ରଖନ୍ତୁ ଓ ଜଳସେଚନ ସାମୟିକ ବନ୍ଦ ରଖନ୍ତୁ. ଧନ୍ୟବାଦ

*ଓଡ଼ିଶାରେ ଆଗାମୀ ଫେବୃଆରୀ 20-23ଭିତରେ ଉତ୍ତର ଉପକୂଳ ଜିଲ୍ଲା ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେଉଁଝର ର ଗୋଟିଏ 2ଟି ଜାଗାରେ ହାଲୁକା ରୁ ମଧ୍ୟମ ବର୍ଷା ସମ୍ଭାବନା.* ଏହା ଅନୁସାରେ ଚାଷୀ ଭାଇ ମାନେ ଅମଳ ଉପଯୋଗୀ ଫସଲ/ପନିପରିବା କୁ ଅମଳ କରି ସୁରକ୍ଷିତ ସ୍ଥାନରେ ରଖିବା ସହ ଉକ୍ତ ଦିନ ମାନଙ୍କ ରେ ସାର/କୀଟନାଶକ ପ୍ରୟୋଗ ସ୍ଥଗିତ ରଖନ୍ତୁ ଓ ଜଳସେଚନ ସାମୟିକ ବନ୍ଦ ରଖନ୍ତୁ. ଧନ୍ୟବାଦ