Yourweather_By_Deba
Yourweather_By_Deba
February 12, 2025 at 04:27 PM
ପୂର୍ବ ରୁ ଦିଆଯାଇଥିବା ପୂର୍ବାନୁମାନ ଭିତିକ ଆସନ୍ତା 20ଫେବୃଆରୀ ଯାଇଁ ଓଡ଼ିଶାରେ ପଶ୍ଚିମା ବାୟୁ ର ପ୍ରଭାବ ରେ ବୃଦ୍ଧି ହେତୁ ରାତି ତାପମାତ୍ରା ରେ ସାମାନ୍ୟ କମି ସମ୍ଭାବନା ଅର୍ଥାତ ଶୀତ ରେ ସାମାନ୍ୟ ବୃଦ୍ଧି ସମ୍ଭାବନା. ଧନ୍ୟବାଦ

Comments