
Yourweather_By_Deba
February 15, 2025 at 01:31 AM
*ଓଡ଼ିଶାରେ ଆଗାମୀ ଫେବୃଆରୀ 20-23ଭିତରେ ଉତ୍ତର ଉପକୂଳ ଜିଲ୍ଲା ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେଉଁଝର ର ଗୋଟିଏ 2ଟି ଜାଗାରେ ହାଲୁକା ରୁ ମଧ୍ୟମ ବର୍ଷା ସମ୍ଭାବନା.*
ଏହା ଅନୁସାରେ ଚାଷୀ ଭାଇ ମାନେ ଅମଳ ଉପଯୋଗୀ ଫସଲ/ପନିପରିବା କୁ ଅମଳ କରି ସୁରକ୍ଷିତ ସ୍ଥାନରେ ରଖିବା ସହ ଉକ୍ତ ଦିନ ମାନଙ୍କ ରେ ସାର/କୀଟନାଶକ ପ୍ରୟୋଗ ସ୍ଥଗିତ ରଖନ୍ତୁ ଓ ଜଳସେଚନ ସାମୟିକ ବନ୍ଦ ରଖନ୍ତୁ.
ଧନ୍ୟବାଦ