
Yourweather_By_Deba
February 18, 2025 at 01:04 PM
ଓଡ଼ିଶାରେ କାଲି ଠୁ 23ଫେବୃଆରୀ ମଧ୍ୟରେ ବର୍ଷା ସ୍ଥିତି ସମ୍ଭାବନା.
*ପଶ୍ଚିମା ଝଡ଼ ପ୍ରଭାବ ରେ ଓଡ଼ିଶାରେ 19ତାରିଖ ରୁ ଉତ୍ତର ତଥା ଉତ୍ତର ଉପକୂଳ ଓଡ଼ିଶାର ଜିଲ୍ଲା ସୁନ୍ଦରଗଡ଼, ଦେଓଗଡ, କେଉଁଝର, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ର କିଛି କିଛି ଅଞ୍ଚଳ ରେ ହାଲୁକା ରୁ ମଧ୍ୟମ ବର୍ଷା ସମ୍ଭାବନା.*
*20ତାରିଖ ରେ ପ୍ରଭାବ ଅଧିକ ସମ୍ଭାବନା.*
ଧନ୍ୟବାଦ