Yourweather_By_Deba
Yourweather_By_Deba
February 19, 2025 at 01:05 PM
ଆଜି ଉତ୍ତର ଉପକୂଳ ଓ ସଂଲଗ୍ନ ଜିଲ୍ଲା ମାନଙ୍କ ରେ କିଛି କିଛି ଜାଗାରେ ବର୍ଷା ରେକର୍ଡ ହୋଇଅଛି. *ଆସନ୍ତା କାଲି ପ୍ରଭାବ ରେ ସାମାନ୍ୟ ବୃଦ୍ଧି ସମ୍ଭାବନା. ମୁଖ୍ୟତଃ ସୁନ୍ଦରଗଡ଼, ଦେଓଗଡ, କେଉଁଝର, ଅନୁଗୋଳ,ମୟୁରଭଞ୍ଜ, ଢେଙ୍କାନାଳ ଜିଲ୍ଲା ରେ ପ୍ରଭାବ ଅଧିକ ସମ୍ଭାବନା ସହ(କିଛି କିଛି ଜାଗାରେ ହାଲୁକା ରୁ ମଧ୍ୟମ ବର୍ଷା) ଏହା ସଲଗ୍ନ ଜିଲ୍ଲା କଟକ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର,କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲା ରେ ଗୋଟିଏ 2ଟି ଜାଗାରେ ହାଲୁକା ରୁ ମଧ୍ୟମ ବର୍ଷା ସମ୍ଭାବନା.* *21ତାରିଖ ରେ ପ୍ରଭାବ ରେ କମି ଓ 22-23ତାରିଖ ରେ ପୁଣି ବୃଦ୍ଧି ସମ୍ଭାବନା ସହ ଉତ୍ତର ଉପକୂଳ ଜିଲ୍ଲା ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେଉଁଝର, କେନ୍ଦ୍ରାପଡ଼ା ରେ କିଛି କିଛି ଜାଗାରେ ହାଲୁକା ରୁ ମଧ୍ୟମ ବର୍ଷା ସମ୍ଭାବନା.*

Comments