Yourweather_By_Deba
Yourweather_By_Deba
February 21, 2025 at 12:43 PM
*ଆସନ୍ତା କାଲି ବର୍ଷା ଜନିତ ପ୍ରଭାବ ରେ ସାମାନ୍ୟ ବୃଦ୍ଧି ସମ୍ଭାବନା. ମୁଖ୍ୟତଃ ସୁନ୍ଦରଗଡ଼, ଦେଓଗଡ, କେଉଁଝର, ଅନୁଗୋଳ,ମୟୁରଭଞ୍ଜ, ଢେଙ୍କାନାଳ, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର,କେନ୍ଦ୍ରାପଡ଼ା, ଜିଲ୍ଲା ରେ କିଛି କିଛି ଜାଗାରେ ହାଲୁକା ରୁ ମଧ୍ୟମ ବର୍ଷା ସମ୍ଭାବନା.* *23ତାରିଖ ରେ ପ୍ରଭାବ ରେ କମି ସହ ଉତ୍ତର ଉପକୂଳ ଜିଲ୍ଲା ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଜିଲ୍ଲା ରେ ଗୋଟିଏ 2ଟି ଜାଗାରେ ହାଲୁକା ରୁ ମଧ୍ୟମ ବର୍ଷା ସମ୍ଭାବନା.* 24ତାରିଖ ରୁ ପାଗ ପୁଣି ଶୁଷ୍କ ସମ୍ଭାବନା. ଧନ୍ୟବାଦ
👍 2

Comments