
SS Publication
February 15, 2025 at 05:07 PM
ହେ ଈଶ୍ୱର କ୍ଷମା କର ...
ଆମର କିଛି ଭୁଲ ପାଇଁ , ବେଳେବେଳେ ଆପଣାର ଲୋକେ ଏମିତି ଦଣ୍ଡ ଦିଅନ୍ତି ଯାହା କରିଥିବା ସେହି ଛୋଟ ଭୁଲ ତୁଳନାରେ ଖୁବ୍ ଅଧିକ । କିନ୍ତୁ ଆମର ଭୁଲ ପାଇଁ ଯଦି ସେ କ୍ଷମା କରିପାରିଲେ ନାହିଁ ତେବେ ନିଜର ଏହି ଭୁଲ କୁ କିପରି କ୍ଷମା କରିବେ ଭାବିଲେ ମନରେ କଷ୍ଟ ହୁଏ । ସତରେ କେତେ ବୋକା ମଣିଷ ଟିଏ ?
✍️ପ୍ରଶାନ୍ତ କୁମାର ବିଦ୍ୟାଧର