SS Publication
February 16, 2025 at 06:56 PM
**ରଙ୍ଗୀନ ସହର ର କବର
ସାରା ସହର ଟା ଜଳିବା ସହିତ
ହୃଦୟକୁ ଜାଳି ଦେଲା
ରଙ୍ଗୀନ ସହର କବର ଭିତରେ
ପ୍ରେମ ମୋର ଶବ ହେଲା ।।
✍️ପ୍ରଶାନ୍ତ କୁମାର ବିଦ୍ୟାଧର