SS Publication
SS Publication
February 17, 2025 at 06:18 PM
ବେହିଆ ହସ ବଟିକା _୪୮୨ ଅଜା ପଡ଼ିଅଛି ନାତୁଣୀ ପ୍ରେମରେ ନାତୁଣୀ ଜୋଇଁ ଜରରେ ଅଜା କହୁଛି ଜୀବନ ଦେଇଦେବି ଲୋ ନାତୁଣୀ ନାତୁଣୀ କହୁଚି ମେସେଜ କରିବି ରାତିରେ । ନାତୁଣୀ କଥାକୁ ଶୁଣି ଅଜା କହୁଚି ଲୋ ନାତୁଣୀ ପ୍ରଥମ ମେସେଜ କରିପାରିବିନି ତୋ ଆଇ ଶୋଇଛି ମୋ ପାଖରେ । କ୍ରମଶଃ .. ✍️ପ୍ରଶାନ୍ତ କୁମାର ବିଦ୍ୟାଧର

Comments