SS Publication
SS Publication
February 20, 2025 at 05:34 PM
ଶିବମହିମ୍ନ ସ୍ତୋତ୍ର ଓଁ ମହିମ୍ନଃ ପାର° ତେ ପରମେ ବିଦୁଷ୍ ୟଦ୍ରସଦୃଶି ସ୍ତୁତିବ୍ରହ୍ମାଦିନମାପି ତଦବସନ୍ନାସତ୍ବେ ଗୀରା8 ଅଥଃବାଚ୍ୟଃ ସର୍ବ ସ୍ୱମତିପରିଣାମlବଧି ଗୁଣାନ ମମାପ୍ୟେଷ୍ ସ୍ତୋତ୍ର ହର ନୀରପାବlଦଃ ପରିକରଃ l ଅର୍ଥ _ ଆପଣଙ୍କ ମହିମା ଅସୀମ। ବିଦୁଷମାନଙ୍କ ସ୍ତୁତି ମଧ୍ୟ ଅନୁରୂପ ନୁହନ୍ତି । ବ୍ରହ୍ମା ଆଦିଙ୍କ ସ୍ତୁତି ବି ଅପର୍ଯ୍ୟାପ୍ତ।ଆପଣଙ୍କ ମହିମା କହିବା ପାଇଁ ବାଣୀ ମଧ୍ୟ ଅସମର୍ଥ।ସଂପୂର୍ଣ୍ଣ ବ୍ରହ୍ମାଣ୍ଡ ମଧ୍ୟ ଆପଣଙ୍କ ମହିମା ବଖାଣିବାକୁ ଅସମର୍ଥ । ଆପଣଙ୍କ ଗୁଣଗାନ କରିବା କେବଳ ବୁଦ୍ଧି ପର୍ଯ୍ୟନ୍ତ ସୀମିତ ଅଟେ ତେଣୁ ହେ ଈଶ୍ୱର , ହେ ସଦାଶିବ ଶଙ୍କର ମୋ ସୃତି ନିନ୍ଦାରହିତ ହେଉ ଏବଂ ଆପଣଙ୍କ କୃପା ଲାଭ ହେଉ । (ଶ୍ଳୋକ ସଂଗ୍ରହ) ✍️ପ୍ରଶାନ୍ତ କୁମାର ବିଦ୍ୟାଧର

Comments