SS Publication
February 24, 2025 at 06:09 PM
ବେହିଆ ହସ ବଟିକା _୪୮୩
ବେହିଆ_ ଆଜି ମୋ ମୁଡ୍ ଠିକ ଅଛି କିଏ କଣ ପଚାରିବ ପଚାର । ସଭିଙ୍କୁ ଉତ୍ତର ମିଳିବ ।
ରିପୋର୍ଟର ପୁଜାଶ୍ରୀ _ ସାର ପ୍ରେମ ଋତୁ କେଉଁ ମାସରେ ପଡେ ?
ବେହିଆ_ ଫର୍ବୃଆରୀ ମାସର ଦ୍ଵିତୀୟ ସପ୍ତାହରେ ।
ରିପୋର୍ଟର ପୁଜାଶ୍ରୀ _ ଆପଣ କଣ ,କେଉଁ ଝିଅକୁ କିଛି କହିଛନ୍ତି ?
ବେହିଆ _ କଣ କହିବି ? ଆପଣଙ୍କ କହିବା..
ରିପୋର୍ଟର ପୁଜାଶ୍ରୀ _ମାନେ, ମୁଁ କଣ କହୁଥିଲି କି ଆଇ ଲଭ୍ ୟୁ...!
ବେହିଆ_ ସୁନ୍ଦର ଟୋକା ଦେଖି ପଟେଇ ଦେଲ ରିପୋର୍ଟର ପୁଜାଶ୍ରୀ ମାଡାମ । ସେମ୍ ଫିଲିଂସ ହିଅର ଜାନୁ....!!
✍️ପ୍ରଶାନ୍ତ କୁମାର ବିଦ୍ୟାଧର