ଖବର ଆଜିର
May 15, 2025 at 12:38 AM
*ଖବର ଆଜିର* ତାରିଖ:୧୫/୦୫/୨୫, ଗୁରୁବାର ୧-ଭୁବନେଶ୍ୱର:୬ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ, ଉଚ୍ଚଶିକ୍ଷା କ୍ଷେତ୍ରରେ ଲାଗୁହେବ ସଂରକ୍ଷଣ।SEBCଙ୍କୁ ୧୧.୨୫%ସଂରକ୍ଷଣ। ୨-ଭୁବନେଶ୍ୱର:ପ୍ରଥମ ଶ୍ରେଣୀ ପାହ୍ୟାକୁ ୧୮ ବର୍ଷ,ଆଜି ରେଡ୍ ଲେଟର ଡେ' ପାଳିବ ଓମସା। ୩-ପୁଣି ମେ' ମାସରେ ବାତ୍ୟା ଚର୍ଚ୍ଚା : ଆଇଏମଡି କହିନାହିଁ, ୨୩ ରୁ ୨୮ ତାରିଖ ମଧ୍ୟରେ ସୃଷ୍ଟି ହେବା ସମ୍ଭାବନା।ବାତ୍ୟା ହେଲେ ଏହାର ନାଁ ରହିବ 'ଶକ୍ତି'। ୪-ଖୁବଶୀଘ୍ର ପ୍ରକାଶ ପାଇବ +2 ରେଜଲ୍ଟ ,ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ। ୫-କୋରାପୁଟ:ଚାଷଜମିରେ କାମ କରୁଥିବାବେଳେ ଅଘଟଣ; ବଜ୍ରପାତ ନେଲା ଗୋଟିଏ ପରିବାରର ୩ ଜଣଙ୍କ ଜୀବନ। ୬-କଟକ:ଜାଲ୍ ସାର୍ଟିଫିକେଟ ଦେଇ ନିଯୁକ୍ତି,୬ ଜିଲ୍ଲାରେ ୨୮ ଶିକ୍ଷକ ଚିହ୍ନଟ। ୭-ବାଙ୍ଗିରିପୋଷି:ଭାରସାମ୍ୟ ହରାଇ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା, ଡ୍ରାଇଭର ଗୁରୁତର। ୮-ଇଭି ଷ୍ଟେସନ ନିର୍ମାଣ ଓ ସୌରଚାଳିତ ବିଦ୍ୟୁତ ଉତ୍ପାଦନ ପାଇଁ ରାଜ୍ୟର ଭିତ୍ତିଭୂମିକୁ ସୁଦୃଢ କରାଯାଉଛି: ଶକ୍ତିମନ୍ତ୍ରୀ ୯-କଟକ:ପ୍ରଫେସର ଡାକ୍ତର ଗୌତମ ଶତପଥୀ କଟକ ବଡ ମେଡିକାଲ ଭାରପ୍ରାପ୍ତ ଅଧିକ୍ଷକ ନିଯୁକ୍ତ। ୧୦-ଅସିତ ମହାପାତ୍ର ଓଡ଼ିଶା ସ୍ଥାବର ସମ୍ପତ୍ତି ନିୟାମକ ପ୍ରାଧିକରଣ(ORERA)ର ନୂଆ ଅଧ୍ୟକ୍ଷ ନିଯୁକ୍ତ। ୧୧-ଭୁବନେଶ୍ୱର: ଆମିଷ ବଜାରରେ ଗ୍ରୀଷ୍ମ ମାଡ଼,୪୦ ପ୍ରତିଶତ ଖସିଲା ବେପାର। ୧୨-ସମ୍ବଲପୁର:ଠିକା କାମର ବିଲ୍ ନ ଦେବାରୁ ଯନ୍ତ୍ରୀଙ୍କ ସମ୍ପତ୍ତି ଆଟାଚ କଲା କୋର୍ଟ, ବାକି ଥିଲା ୭୦ ଲକ୍ଷ ଓ ୧୮ ଲକ୍ଷ ଟଙ୍କାର ୨ଟି ବିଲ୍। ୧୩-IPLର ବଳକା ମ୍ୟାଚ୍ ପାଇଁ ନୂଆ ନିୟମ, ଅସ୍ଥାୟୀ ରିପ୍ଲେସମେଣ୍ଟରେ ଖେଳାଳି ଆଣିପାରିବେ ଟିମ୍। ୧୪-ଜମ୍ମୁ କାଶ୍ମୀର ସୀମାରେ ୯୫୦୦ ବଙ୍କର, ବଙ୍କର ବୁଲି ଦେଖିଲେ ଓମାର। ୧୫-IPL: ଫେରୁଛନ୍ତି ବିଦେଶୀ ଖେଳାଳି, ଅଭ୍ୟାସ ଆରମ୍ଭ କଲା ସୁପରଜାଏଣ୍ଟସ୍ । ୧୬-ପାରାଦୀପ ବନ୍ଦରରେ ୨୧ ପାକିସ୍ତାନୀଙ୍କ ସହ ପହଁଚିଲା ମାଲବାହୀ ଜାହାଜ, ସୁରକ୍ଷା ବ୍ୟବସ୍ଥା କଡାକଡି। ୧୭-ଇତିହାସ ରଚିଲା ଭାରତୀୟ ବାୟୁସେନା, ହେଲା ବିଶ୍ୱର ତୃତୀୟ ସର୍ବ ବୃହତ୍ତ ଏୟାରଫୋର୍ସ। ୧୮-ଭାରତକୁ ବଡ଼ ସଫଳତା, ବର୍ଷକରେ ବିକ୍ରି ହେଲାଣି ୨୪ ହଜାର କୋଟିର ଯୁଦ୍ଧାସ୍ତ୍ର। ୧୯-ପାକିସ୍ତାନକୁ ଆଉ ଏକ ଝଟକା: ଆମାଜନ-ଫ୍ଲିପକାର୍ଟରେ ବିକ୍ରି ହେବନି ପାକିସ୍ତାନୀ ପତାକା ଓ ସାମଗ୍ରୀ। ୨୦-ଭାରତର ଚୀନ ପ୍ରୋପାଗାଣ୍ଡ ଉପରେ ଡିଜିଟାଲ୍ ଷ୍ଟ୍ରାଇକ, ଗ୍ଲୋବାଲ ଟାଇମ୍ସ ଓ ସିନହୁଆର ଏକ୍ସ ହ୍ୟାଣ୍ଡେଲ ବ୍ୟାନ। *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*
👍 🙏 ❤️ 👌 🔥 😮 32

Comments