
NEWS UPDATE
May 27, 2025 at 03:13 AM
.. *_♨️🙏🏻ଆଜିର ଅନୁଚିନ୍ତା 🙏🏻♨️_*
*🏪ତାରିଖ :୨୭.୦୫.୨୦୨୫ ମଙ୍ଗଳବାର*
⚜⚜⚜⚜⚜⚜⚜⚜⚜⚜⚜
*📝 ମାନବୀୟ ଲୀଳା ଶ୍ରୀଚନ୍ଦନ ଯାତ,*
*ନରେନ୍ଦ୍ର ଜଳରେ ଉଭା।*
*ମଣିବିମାନରେ ଝୁଲି ଝୁଲି ଆସ,*
*ଶୋଭା ଦେଖି ମନଲୋଭା।*
*📝 ଦୁନିଆରେ ସବୁଠାରୁ ବଡ ଜାଦୁଗର ସମୟକୁ ହିଁ କୁହାଯାଏ କାହିଁକି ନା...ସେ ନିଜେ ବଦଳିବା ସହ ଲୋକ ମାନଙ୍କୁ ମଧ୍ଯ ବଦଳାଇ ଦିଏ...!!!।*
*📝 ବନ୍ଧୁ...ଜୀବନରେ କେବ ଅଭିମାନ ନଆସୁ ଯେ ମୋତେ କାହାର ଆବଶ୍ଯକ ପଡିବ ନାହିଁ ଆଉ ଏ ଭାବନା ବି ନଆସୁ ଯେ ସମସ୍ତଙ୍କୁ ମୋର ଆବଶ୍ଯକ ହିଁ ପଡିବ।*
*📝 ବନ୍ଧୁ ଆଜିକା ଦୁନିଆ ଏମିତି ହେଇଗଲାଣି ଯେ,ଯେବେ ଯାଏଁ ପାଖରେ ପଇସା ଅଛି ତ "How are you" ଆଉ ପଇସା ସରିଗଲା ପରେ "Who are you".*
*✳ଶୁଭ ସକାଳ✳*
*🌹🌸🙏ଜୟ ଶ୍ରୀକୃଷ୍ଣ🙏🌸🌹*
_*ଦିନଟି ଆପଣଙ୍କର ମଙ୍ଗଳମୟ ହେଉ*_
▪️▪️▪️▪️▪️▪️▪️▪️▪️▪️▪️
❤️
🙏
4