Odisha Weather Update
Odisha Weather Update
May 15, 2025 at 09:04 AM
ପୂର୍ବାନୁମାନ ଅନୁଯାୟୀ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା.. ଆଗାମୀ ୨-୩ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା, କନ୍ଧମାଳ ଜିଲ୍ଲାରେ ବିପଜ୍ଜନକ ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା।
Image from Odisha Weather Update: ପୂର୍ବାନୁମାନ ଅନୁଯାୟୀ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା..  ଆଗାମୀ ୨...
❤️ 👍 💀 6

Comments