Odisha Weather Update
Odisha Weather Update
May 16, 2025 at 04:58 AM
ଗୁଳୁଗୁଳିରୁ ନାହିଁ ନିସ୍ତାର!! ଆଜି ମଧ୍ୟ ଉପକୂଳ ସମେତ ଭୁବନେଶ୍ୱର ଓ କଟକ ସହରରେ ଗୁଳୁଗୁଳି ଅନୁଭୂତ ହୋଇପାରେ, ଏବଂ ବର୍ଷାର ସମ୍ଭାବନା ମଧ୍ୟ କମ ଥିବାରୁ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ପାଗ ଅସହ୍ୟ ରହିପାରେ। ତେବେ ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ଆଶଙ୍କା।
Image from Odisha Weather Update: ଗୁଳୁଗୁଳିରୁ ନାହିଁ ନିସ୍ତାର!!  ଆଜି ମଧ୍ୟ ଉପକୂଳ ସମେତ ଭୁବନେଶ୍ୱର ଓ କଟକ ସହରରେ ...
😢 ☠️ ❤️ 👍 💀 🔥 😮 🙏 9

Comments