Odisha Weather Update
Odisha Weather Update
May 17, 2025 at 09:12 AM
ଦୀର୍ଘ ୩ ଦିନର ଲୁଚକାଳି ଖେଳ ପରେ ଆଜି ଭୁବନେଶ୍ୱର ଓ କଟକରେ କାଳବୈଶାଖୀ ବର୍ଷା ସମ୍ଭାବନା!! ଭୁବନେଶ୍ୱର ଏବଂ କଟକ ସହର ଉପରେ ସକ୍ରିୟ ହେଉଛି ବାଦଲ ସମୂହ, ଆଗାମୀ କିଛି ଘଣ୍ଟା ମଧ୍ୟରେ କିଛି ଅଞ୍ଚଳରେ ତୀବ୍ର ବୃଷ୍ଟିପାତ ସହିତ ବିପଜ୍ଜନକ ବଜ୍ରପାତ ସମ୍ଭାବନା।
Image from Odisha Weather Update: ଦୀର୍ଘ ୩ ଦିନର ଲୁଚକାଳି ଖେଳ ପରେ ଆଜି ଭୁବନେଶ୍ୱର ଓ କଟକରେ କାଳବୈଶାଖୀ ବର୍ଷା ସମ୍...
👍 ☠️ 😂 😮 6

Comments