Odisha Weather Update
Odisha Weather Update
May 18, 2025 at 09:07 AM
କାଳବୈଶାଖୀ ଚେତାବନୀ!! ଆଗାମୀ ୨-୩ ଘଣ୍ଟା ମଧ୍ୟରେ ନୂଆପଡା, ନବରଙ୍ଗପୁର, କେନ୍ଦୁଝର, ସୁନ୍ଦରଗଡ଼ ଏବଂ ଯାଜପୁର ଜିଲ୍ଲାର କିଛି ସ୍ଥାନରେ ବର୍ଷା ପବନ ସହିତ ବଜ୍ରପାତ ସମ୍ଭାବନା।
Image from Odisha Weather Update: କାଳବୈଶାଖୀ ଚେତାବନୀ!!  ଆଗାମୀ ୨-୩ ଘଣ୍ଟା ମଧ୍ୟରେ ନୂଆପଡା, ନବରଙ୍ଗପୁର, କେନ୍ଦୁଝ...
👍 😮 2

Comments