Odisha Weather Update
Odisha Weather Update
May 18, 2025 at 03:56 PM
ମେ ଶେଷ ସପ୍ତାହରେ ବଙ୍ଗୋପସାଗର ଏବଂ ଆରବସାଗରରେ ଲଘୁଚାପ ସମ୍ଭାବନା!! ୨୧/୨୨ ମେ ବେଳକୁ ଆରବସାଗରରେ ଘୁର୍ଣ୍ଣିବଳୟ/ଲଘୁଚାପ ସମ୍ଭାବନା ଥିବା ବେଳେ, ୨୬/୨୭ ମେ ସମୟରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଏହାର ସଂଲଗ୍ନ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ/ଲଘୁଚାପ କ୍ଷେତ୍ର ସୃଷ୍ଟି ହେଇପାରେ। ଏନେଇ ସବିଶେଷ ତଥ୍ୟ ଆଗାମୀ ଦିନରେ ପ୍ରଦାନ କରାଯିବ।
Image from Odisha Weather Update: ମେ ଶେଷ ସପ୍ତାହରେ ବଙ୍ଗୋପସାଗର ଏବଂ ଆରବସାଗରରେ ଲଘୁଚାପ ସମ୍ଭାବନା!!  ୨୧/୨୨ ମେ ବ...
😢 🙏 🌀 5

Comments