
Odisha Weather Update
May 19, 2025 at 03:53 AM
ଗୁଳୁଗୁଳିରୁ ମିଳୁନି ନିସ୍ତାର..
ସକାଳ ୦୮.୩୦ ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୩୩ ଡିଗ୍ରୀ, ଆର୍ଦ୍ରତା ୬୪ ଏବଂ ତାପ ସୁଚକାଙ୍କ ୪୧ ଡିଗ୍ରୀ।
ସେହିପରି ପୁରୀରେ ତାପମାତ୍ରା ୩୨.୪, ଆର୍ଦ୍ରତା ୭୩, ତାପ ସୁଚକାଙ୍କ ୪୩ ଡିଗ୍ରୀ।
ଚାନ୍ଦବାଲିରେ ତାପମାତ୍ରା ୩୨.୬, ଆର୍ଦ୍ରତା ୭୩, ତାପ ସୁଚକାଙ୍କ ୪୩ ଡିଗ୍ରୀ।
🙏
❤️
👍
💀
🔥
🤡
🥵
8