Odisha Weather Update
Odisha Weather Update
May 20, 2025 at 03:37 AM
ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା!! ମେ ୨୬/୨୭ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଏହାର ସଂଲଗ୍ନ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଏହି ଲଘୁଚାପ ମୌସୁମୀ ବାୟୁକୁ ଆଗକୁ ଅଗ୍ରସର କରାଇବା ପାଇଁ ସହାୟକ ହୋଇପାରେ।
Image from Odisha Weather Update: ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା!!  ମେ ୨୬/୨୭ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବ...
❤️ 👍 💀 😢 4

Comments