
Odisha Weather Update
May 21, 2025 at 12:52 AM
ବ୍ରହ୍ମପୁର ସମେତ ପୁରୀ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଥିବା ବେଳେ ବାଦଲ ସମୂହର ଚଳନ ବଙ୍ଗୋପସାଗରରୁ ଭୁଭାଗକୁ ରହିଛି ଅର୍ଥାତ ଋତୁ ଚକ୍ରରେ ହେଉଥିବା ବାୟୁ ପ୍ରବାହର ପରିବର୍ତ୍ତନକୁ ଦର୍ଶାଉଛି।
ସାଧାରଣତଃ କାଳବୈଶାଖୀ ସମୟରେ ବାଦଲଖଣ୍ଡର ଚଳନ ଉତ୍ତର-ପଶ୍ଚିମ ଦିଗରୁ ଦକ୍ଷିଣ-ପୂର୍ବ ଦିଗକୁ ରୁହେ।
🙏
1