Odisha Weather Update
Odisha Weather Update
May 21, 2025 at 03:45 AM
କୋହଲା ପାଗ ଦେଲା ଆଶ୍ବସ୍ତି! ରାଜଧାନୀ ଭୁବନେଶ୍ୱର ସମେତ ଉପକୂଳରେ ବିଗତ କିଛି ଦିନ ହେଲାଣି ତାପମାତ୍ରା ସହିତ ଆର୍ଦ୍ରତା ଅଧିକ ରହୁଥିବା ହେତୁ ଅସହ୍ୟ ଗୁଳୁଗୁଳି ଜାରି ରହିଥିଲା। କିନ୍ତୁ ଆଜିର କୋହଲା ପାଗ ସାଙ୍ଗକୁ ସାମୁଦ୍ରିକ ବାୟୁର ଚଳନ ପ୍ରଭାବରେ ତାପମାତ୍ରା ହ୍ରାସ ପରିଲକ୍ଷିତ କରାଯାଇଛି। ସକାଳ 08.30 ସୁଦ୍ଧା ଭୁବନେଶ୍ୱରରେ 30.6 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଗତକାଲି 33.6 ଡିଗ୍ରୀ ରେକର୍ଡ କରାଯାଇଥିଲା (3 ଡିଗ୍ରୀ ହ୍ରାସ)
❤️ 1

Comments