Odisha Weather Update
Odisha Weather Update
May 28, 2025 at 03:02 AM
ଘନୀଭୂତ ହେଲା ଲଘୁଚାପ!! ଗତକାଲି ସକ୍ରିୟ ଥିବା ଲଘୁଚାପ ଆଜି ସକାଳ ୦୫.୩୦ ରେ ଘନୀଭୂତ ହୋଇ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି, ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ଏକ ଅବପାତରେ ପରିଣତ ହୋଇପାରେ। ଏହା ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ସମ୍ଭାବନା।
Image from Odisha Weather Update: ଘନୀଭୂତ ହେଲା ଲଘୁଚାପ!!  ଗତକାଲି ସକ୍ରିୟ ଥିବା ଲଘୁଚାପ ଆଜି ସକାଳ ୦୫.୩୦ ରେ ଘନୀଭ...
👍 4

Comments