Odisha Weather Update
May 28, 2025 at 07:17 AM
ଓଡିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ..
୨୮ ମେ ୨୦୨୫ ଅର୍ଥାତ ନିର୍ଦ୍ଧାରିତ ସମୟଠାରୁ ୧୪ ଦିନ ଆଗୁଆ ଓଡିଶା ଛୁଇଁଛି ମୌସୁମୀ।
ତଥ୍ୟ ଅନୁଯାୟୀ ୧୯୬୦ ମସିହାରୁ ଆଜି ପର୍ଯ୍ୟନ୍ତ କେବଳ ୨ ଥର ମେ ମାସରେ ଓଡିଶା ଛୁଇଁଛି ମୌସୁମୀ,
୨୫ ମଇ ୨୦୦୯
୨୮ ମଇ ୧୯୯୯
❤️
👍
😮
❤
💀
🙏
🥴
18