Odisha Weather Update
May 28, 2025 at 12:25 PM
ବଙ୍ଗୋପସାଗରରେ ଘନୀଭୂତ ହେଉଛି ସ୍ପଷ୍ଟ ଚିହ୍ନିତ ଲଘୁଚାପ!!
ଆଗାମୀ କିଛି ଘଣ୍ଟାରେ ଅବପାତ ରୂପ ନେବା ସହିତ ଉତ୍ତର-ପୂର୍ବ ଦିଗରେ ଗତି କରି ଆସନ୍ତାକାଲି ବାଂଲାଦେଶ ଉପକୂଳ ଅତିକ୍ରମ କରିବା ସମ୍ଭାବନା। ଏହା ପ୍ରଭାବରେ କାଲି ପର୍ଯ୍ୟନ୍ତ ରାଜ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା।
❤
❤️
👍
😮
4