Odisha Weather Update
May 28, 2025 at 05:21 PM
ବିଶେଷ ସୂଚନା
ସ୍ପଷ୍ଟ ଚିହ୍ନିତ ଲଘୁଚାପର ଅବସ୍ଥିତି ଏବଂ ବାୟୁ ଚଳାଚଳରେ ଏକତ୍ରୀକରଣ ଯୋଗୁଁ ମଧ୍ୟ ରାତ୍ରି ସମୟରେ ଉତ୍ତର ଉପକୂଳ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତେବେ ଭୁବନେଶ୍ୱର ଓ କଟକରେ ଗୋଟେ ଦୁଇଥର ତୀବ୍ର ବୃଷ୍ଟିପାତ ଆଶଙ୍କା। ତେବେ ବର୍ଷାର ପରିମାଣ ଆସନ୍ତାକାଲି ଅପରାହ୍ନ ପରଠାରୁ ହ୍ରାସ ପାଇବ।
❤
❤️
😮
3