Odisha Weather Update
May 31, 2025 at 04:42 AM
ଆଜି ରାଜ୍ୟରେ ପୁଣି ବିପଜ୍ଜନକ ବଜ୍ରପାତ ସହିତ କିଛି ସ୍ଥାନରେ ଭୀଷଣ ବର୍ଷା ସମ୍ଭାବନା, ଚେତାବନୀ ଥିବା ଅଞ୍ଚଳରେ ଅପରାହ୍ନ/ସନ୍ଧ୍ୟା ବିଶେଷକରି ବଜ୍ରପାତ ସମୟରେ ନିରାପଦ ସ୍ଥାନରେ ରୁହନ୍ତୁ।
❤️
👍
😂
3